ନିର୍ଦ୍ଦୟ ରୁ ସଦୟ June 11, 2022 🌻" ନିର୍ଦ୍ଦୟ ରୁ ସଦୟ "🌻 · · • • • • • • ✤ • • • • • • · · ପୂର୍ବ କାଳରେ ଗୋଟିଏ ବଣ ପାଖରେ ଜଣେ ଶିକାରୀ ରହୁଥାଏ । ସେ ସବୁଦିନ ବଣରେ ବୁଲି ବୁଲ...