କର୍ମ ର ଫଳ
କର୍ମ ର ଫଳ
ପ୍ରତ୍ୟେକ ମନୁଷ୍ୟ କୁ ନିଜ ନିଜର କର୍ମର ଫଳ ଅବଶ୍ୟ ଭୋଗିବାକୁ ହୋଇଥାଏ, ଭଲ କର୍ମ କଲେ ଭଲ ଫଳ ଓ ମନ୍ଦ କର୍ମ କାଲେ ଖରାପ ଫଳ ମିଳିଥାଏ। ଯେତେ ପ୍ରକାର ଭଲ କାମ ଅଛି ତା ଭିତରେ 'ପରୋପକାର' କୁ ସବୁଠାରୁ ଉତ୍ତମ କର୍ମ ବୋଲି ଗ୍ରହଣ କରାଯାଇଅଛି, ଏଣୁ ପରର ଉପକାର କରୁଥିବା ବ୍ୟକ୍ତିକୁ ତାର
କର୍ମ ର ଫଳ ସ୍ୱରୂପ ଉତ୍ତମ ଗତି ମିଳିଥାଏ। କଥାରେ ଅଛି "ଯେମିତି ବୁଣିବ, ସେମିତି ଫଳିବ"।
"ଯେ ପାଞ୍ଚେ ପରର ମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ"।
Leave a Comment